କ୍ଷେତ୍ରାଧିପ Kshetrādhīpa
- ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ଅଧିପ) — କ୍ଷେତ୍ର ବା ଜମିର ମାଲିକ — Owner of a field
- ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ଅଧିପ) — କ୍ଷେତ୍ରଜ ସନ୍ତାନର ମାତାଙ୍କ ବିବାହିତ ସ୍ୱାମୀ — Reputed father of an illegitimate child
- ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ଅଧିପ) — ତୀର୍ଥର ପ୍ରଧାନ ବା ଅଧିଷ୍ଠାତ୍ରୀ ଦେବତା — The presiding Deity of a holy centre
- ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ଅଧିପ) — (ହିନ୍ଦୁ ଜ୍ୟୋତିଷ) ମେଷାଦି ଦ୍ୱାଦଶ ରାଶିଙ୍କର ନାମାଧିପତି ଗ୍ରହଗଣ — (Hindu astrology) The respective planets having influence over the twelve solar mansions
- ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ଅଧିପ) — ଅପଦେବତାଙ୍କ ଅତ୍ୟାଚାରରୁ ଗ୍ରାମ ବା ନଗରକୁ ରକ୍ଷା କରିବା ପାଇଁ ଗ୍ରାମ ବା ନଗରର ଉତ୍ତର ପୂର୍ବରେ ସ୍ଥାପିତ ନଗ୍ନ ଦେବତାମୂର୍ତ୍ତି; (ଏହା ତ୍ରିନେତ୍ର; ଦୁଇ, ଚାରି, ଛଅ ବା ଆଠ ଭୁଜବିଶିଷ୍ଟ; ଘଣ୍ଟା, କପାଳ, ଖଡ୍ଗ, ଖେଟକ, ନାଗ— ପାଶ, ଧନୁ ଓ ସାୟକଧାରୀରୂପେ ଚିତ୍ରିତ) — Naked image of Deities placed at the N. E. of a village of a town in order to protect it from evil spirits or goblins