କ୍ଷେତ୍ରପତି Kshetrapati

  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ ପତି) — କିଆରୀର ମାଲିକ — The owner of a field
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ ପତି) — କ୍ଷେତ୍ରଜ ସନ୍ତାନର ନାମମାତ୍ର ପିତା — The nominal father of an illegitimate son
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ ପତି) — ଭାଗ ବା ସଞ୍ଜାରେ ପ୍ରଜାକୁ ଦିଆଯାଇଥିବା ଜମିର ମାଲିକ — The landlord of a land let out on produce-rent; a person who owns the field fructified by the labour and seeds of another
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ ପତି) — ତୀର୍ଥର ପ୍ରଧାନ ଦେବତା — The presiding, chief or main Deity of a holy centre