କ୍ଷେତ୍ର ଅଙ୍କିବା Kshetra aṅkibā

  • ଦେ. କ୍ରି — ଭୂମିରେ କିମ୍ବା କାଗଜରେ ନିର୍ଦ୍ଦିଷ୍ଟ ସୀମା ଓ ଅବୟବବିଶିଷ୍ଟ ରେଖାକୃତ ଚିତ୍ର ଅଙ୍କନ କରିବା — To draw a figure