କ୍ଷୁବ୍ଧ Kshubdha

  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — କ୍ଷୋଭପ୍ରାପ୍ତ — Stimulated
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — ବିଚଳିତ; ଘଣ୍ଟା ହୋଇଥିବା — Agitated; disturbed
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — ଅତି ଭୀତ; ସଂକ୍ରାସିତ — Frightened; affrighted
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — କ୍ରୁଦ୍ଧ — Enraged
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — ଦୁଃଖିତ — Distressed; disappointed
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — ଯାହାର ମନ ଘାଣ୍ଟି ହେଉଥାଏ; ବ୍ୟାକୁଳିତ; ଅଧୀର — Excited; perturbed
  • ସଂ. ବିଣ. ପୁଂ. (କ୍ଷୁଭ୍ ଧାତୁ=ଚଞ୍ଚଳ ହେବା+କର୍ମ. ତ) — ରାଜ୍ୟରୁ ବା ସିଂହାସନରୁ ବହିଷ୍କୃତ; ଚ୍ୟୁତ — Expelled from the kingdom or throne
  • ସଂ. ବି. — ଦହିମୁହାଁଦଣ୍ଡ; ଦହିଖୁଆ — Churning rod
  • ସଂ. ବି. — ରତିବିଶେଷ — A particular mode of coition