କ୍ଷୁପ Kshupa
- ସଂ. ବି (କ୍ଷୁ ଧାତୁ+ପ) — ବୁଦା; ଝୁମ୍ପଡ଼ି ଗଛ — Bush; bushy plant; shrush
- ସଂ. ବି (କ୍ଷୁ ଧାତୁ+ପ) — ବୁଦାଥିବା ପର୍ବତ — Mountain overgrown with bushes
- ସଂ. ବି (କ୍ଷୁ ଧାତୁ+ପ) — କ୍ଷତ୍ରିୟବିଶେଷ — A group of Kshatriyas
- ସଂ. ବି (କ୍ଷୁ ଧାତୁ+ପ) — (ନାମ) ସତ୍ୟଭାମାଙ୍କଠାରୁ ଜାତ ଶ୍ରୀକୃଷ୍ଣଙ୍କ ପୁତ୍ର — A son of Ṡrīkṛushṇa
- ସଂ. ବି (କ୍ଷୁ ଧାତୁ+ପ) — (ନାମ) ଇକ୍ଷ୍ୱାକୁଙ୍କ ପିତା — Name of the father of Ikshwāku