କ୍ଷୁଧା Kshudhā

  • ସଂ. ବି. (କ୍ଷୁଧ ଧାତୁ=ଭୋକାଇବା+କ୍ୱିପ. ଆ) — ଭୋଜନ ଇଚ୍ଛା; ଭୋକ; ବୁଭୁକ୍ଷା — Hunger; appetite
  • ସଂ. ବି. (କ୍ଷୁଧ ଧାତୁ=ଭୋକାଇବା+କ୍ୱିପ. ଆ) — ଲାଳସା — Hankering after a thing; craving