କ୍ଷୁଧାଶାନ୍ତି Kshudhāṡānti

  • ସଂ. ବି. ( 6 ଷ୍ଠୀ ତତ୍; କ୍ଷୁଧା+ଶାନ୍ତି) — ଭୋଜନାଦିଦ୍ୱାରା ଭୋକର ଉପଶମନ — Satiety; satisfaction of hunger; appeasement of hunger