କ୍ଷୁଦ୍ର Kshudra

  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ସାନ; ଛୋଟ — Small; tiny; minute
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ନୀଚ — Low; mean; vile; base
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅଳ୍ପ — Little
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅପ୍ରଶସ୍ତ — Narrow
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅକିଞ୍ଚନ; ଗରିବ — Poor
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — କ୍ରୂର — Cruel; hard-hearted
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅଳ୍ପ ବୟସ — Young
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — କୃପଣ — Niggardly; miserly
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅକିଞ୍ଚିତ୍ କର; ସାମାନ୍ୟ — Slight; trifling
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ନଗଣ୍ୟ; ଛାର — Insignificant
  • ସଂ. ବିଣ (କ୍ଷୁଦ ଧାତୁ=ଚୂର୍ଣ କରିବା+ସଂଜ୍ଞାର୍ଥେ. ର) — ଅନୁଦାର (ମନ) — Illiberal; without liberality of mind
  • ସଂ. ବି — ଖୁଦ; ତଣ୍ଡୁଳକଣା — Particle of rice