କ୍ଷୁଦ୍ରିକା Kshudrikā

  • ସଂ. ବି. ସ୍ତ୍ରୀ (କ୍ଷୁଦ୍ର+କ+ଆ) — ଛୋଟ ଡାଉଁଶ — Small gad-fly
  • ସଂ. ବି. ସ୍ତ୍ରୀ (କ୍ଷୁଦ୍ର+କ+ଆ) — ଘୁଙ୍ଗୁର; ଘଣ୍ଟି; ଘାଗୁଡ଼ି — Small tinkling bells for ornaments