କ୍ଷୁଦ୍ରବୁଦ୍ଧି Kshudrabuddhi

  • ସଂ. ବି. (କର୍ମଧା; କ୍ଷୁଦ୍ର+ବୁଦ୍ଧି) — ନୀଚ ବୁଦ୍ଧି — Narrow view
  • ସଂ. ବି. (କର୍ମଧା; କ୍ଷୁଦ୍ର+ବୁଦ୍ଧି) — ନଗଣ୍ୟ ବା ଅକିଞ୍ଚନ ମତ — Hamble view; humble way of thinking (said of one's own opinions expressed before superiors)
  • ସଂ. ବିଣ. (ବହୁବ୍ରୀହି) — ନୀଚମନା — Low-minded; mean
  • ସଂ. ବିଣ. (ବହୁବ୍ରୀହି) — ଯାହାର ବିଚାରଶକ୍ତି ସାମାନ୍ୟ — Of small intelligence