କ୍ଷୁଦ୍ରପ୍ରାଣ Kshudraprāṇa
- ସଂ. ବି. (କର୍ମଧାରୟ; କ୍ଷୁଦ୍ର+ପ୍ରାଣ) — ଟୁକୁଜୀବନ; କ୍ଷୀଣଜୀବନ — Frail life; delicate frame
- ସଂ. ବିଣ. (ବହୁବ୍ରୀହି) — ନିର୍ଜୀବା; କ୍ଷୀଣଜୀବୀ — Delicate; frail; weak
- ସଂ. ବିଣ. (ବହୁବ୍ରୀହି) — ଦରିଦ୍ର — Poor
- ସଂ. ବିଣ. (ବହୁବ୍ରୀହି) — କୃପଣ — Niggardly
- ସଂ. ବିଣ. (ବହୁବ୍ରୀହି) — କ୍ରୂର — Cruel