କ୍ଷୁଦ୍ରଜନ୍ତୁ Kshudrajantu

  • ସଂ. ବି. (କର୍ମଧା; କ୍ଷୁଦ୍ର+ଜନ୍ତୁ) — ଛୋଟପ୍ରାଣୀ — Small animal; tiny creature
  • ସଂ. ବି. (କର୍ମଧା; କ୍ଷୁଦ୍ର+ଜନ୍ତୁ) — ପୋକଜୋକ — Insects
  • ଦେ. ବି — ଛାର ବା ଅକିଞ୍ଚନ ବ୍ଯକ୍ତି; ନଗଣ୍ୟ ବ୍ଯକ୍ତି; ଯାହାର ଜୀବନରେ କିଛି ମୂଲ୍ୟ ନାହିଁ — Insignificant person (used when a man makes himself humble in the eyes of his hearers), humble creature; insignificant being