କ୍ଷୁଦ୍ରକମ୍ବୁ Kshudrakambu

  • ସଂ. ବି (କର୍ମ ଧା; କ୍ଷୁଦ୍ର+କମ୍ବୁ) — ଶାମୁକା — Oyster-shell
  • ସଂ. ବି (କର୍ମ ଧା; କ୍ଷୁଦ୍ର+କମ୍ବୁ) — ଛୋଟଶଙ୍ଖ — A small conch-shell