କ୍ଷୀରିଣୀ Kshīriṇī
- ସଂ. ବି. ସ୍ତ୍ରୀ—(କ୍ଷୀରିନ୍+ସ୍ତ୍ରୀ. ଈ) — କ୍ଷୀରକାଙ୍କୋଲା (ଦେଖ) — Kshīrakāṅkolā (See)
- ସଂ. ବି. ସ୍ତ୍ରୀ—(କ୍ଷୀରିନ୍+ସ୍ତ୍ରୀ. ଈ) — କ୍ଷିରକୋଳି 1 (ଦେଖ) — କ୍ଷିରକୋଳି1(ଦେଖ). Kshirakoḻi 1. (See)
- ସଂ. ବିଣ. ସ୍ତ୍ରୀ — କ୍ଷୀରୀର ସ୍ତ୍ରୀଲିଙ୍ଗ — Feminine of kshīrī