କ୍ଷୀରବୃକ୍ଷ Kshīrabṛuksha
- ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) — ବରଗଛ — Banian tree
- ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) — ଉଦୁମ୍ବର (ଦେଖ) — Udumbara (See)
- ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) — ଅଶ୍ୱତ୍ଥ — Ficus Religosa (tree)
- ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) — ମହୁଲ ଗଛ (ଦେଖ) — Mahula (tree) (See)
- ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) — କ୍ଷିରକୋଳି 1 (ଦେଖ) — କ୍ଷିରକୋଳି1(ଦେଖ). Kshirakoḻi 1 (See)