କ୍ଷୀରବନ୍ତ Kshīrabanta

  • ଗ୍ରା. (ପଦ୍ଯ) ବିଣ. ସ୍ତ୍ରୀ (ସଂ. କ୍ଷୀରବତ୍) — କ୍ଷୀରବତୀ — (cow) Yielding milk
  • ଗ୍ରା. (ପଦ୍ଯ) ବିଣ. ସ୍ତ୍ରୀ (ସଂ. କ୍ଷୀରବତ୍) — ଗାଈମାନେ ହୋଇଣ ଯେବେ କ୍ଷୀରବନ୍ତ। କୃଷ୍ଣସିଂହ. ମହାଭାରତ. ବିରାଟ।