କ୍ଷୀରନୀର Kshīranīra
- ସଂ. ବି. (ଦ୍ୱନ୍ଦ୍ୱ; କ୍ଷୀର+ନୀର) — ପାଣି ଓ ଦୁଧ — Milk and water
- ସଂ. ବି. (ଦ୍ୱନ୍ଦ୍ୱ; କ୍ଷୀର+ନୀର) — (ମ. ପ. ଲୋ. କ୍ଷୀରବତ୍ ନୀର) ଦୁଧିଆପାଣି; ଦୁଧ ପରି ଧଳା ପାଣି — Milk-white water
- ସଂ. ବି. (ଦ୍ୱନ୍ଦ୍ୱ; କ୍ଷୀର+ନୀର) — ଦୃଢ଼ ଆଲିଙ୍ଗନ (କ୍ଷୀର ସଙ୍ଗେ ନୀର ମିଶିଲା ପରି ଯହିଁରେ ପ୍ରେମିକପ୍ରେମିକା ମିଶିଯାଆନ୍ତି) — Fast embrace; hugging embrace