କ୍ଷୀରଜ Kshīraja

  • ସଂ. ବି. (କ୍ଷୀର+ଜନ ଧାତୁ+କର୍ତ୍ତୃ. ଅ) — ବସାଦହି — Coagulated or curdled milk
  • ସଂ. ବି. (କ୍ଷୀର+ଜନ ଧାତୁ+କର୍ତ୍ତୃ. ଅ) — (କ୍ଷୀର ସାଗରରୁ ବାହାରି ଥିବାରୁ) ଚନ୍ଦ୍ର — The moon
  • ସଂ. ବି. (କ୍ଷୀର+ଜନ ଧାତୁ+କର୍ତ୍ତୃ. ଅ) — ଶଙ୍ଖ — Conch
  • ସଂ. ବିଣ — ଦୁଗ୍ଧରୁ ଉତ୍ପନ୍ନ — Produced from milk