କ୍ଷୀରଚୋରା Kshīrachorā

  • ଦେ. ବିଣ. (ସଂ. କ୍ଷୀର+ଚୌର) — ଯେ କ୍ଷୀର ଚୋରି କରନ୍ତି — Stealing milk
  • ଦେ. ବିଣ. (ସଂ. କ୍ଷୀର+ଚୌର) — [ଦ୍ର—ଗୋପପୁରରେ ଶ୍ରୀକୃଷ୍ଣ ପିଲାଦିନେ ଭାରି ହୁରୁମା ଥିଲେ। ଗୋପୀମାନେ ଦୁଧ ଆଉଟି କିମ୍ବା ଦହି ମୋହିଁ ବା ଛେନା ବସାଇ ଦୁଧ— ଛେନା, ଦୁଧ, ସର, ଲହୁଣୀ ଆଦି ଆପଣାର ଶିକାରେ ରଖି, ଯେଝା କାମଧନ୍ଦାରେ ଘରୁ ବାହାରି ଗଲାରୁ ଶ୍ରୀକୃଷ୍ଣ (କୌତୁକ କରିବାକୁ ବା ତାଙ୍କୁ ଭୋକ ହେବାରୁ) ଗୋପୀମାନଙ୍କ ଅଜ୍ଞାତରେ ତାଙ୍କ ଘରେ ପଶି ତାହା ସବୁ ଚୋରି କରି ଘେନି ପଳାଇ ଯାଉଥିଲେ ବା ଖାଇ ଯାଉଥିଲେ ଓ ଗୋପୀମାନେ ତାଙ୍କୁ ସହଜରେ ଧରି ପାରୁ ନ ଥିଲେ। ଯେବେ ଅକସ୍ମାତ୍ କୌଣସି କୌଣସି ଗୋପୀଙ୍କ ହାତରେ ଶ୍ରୀକୃଷ୍ଣ ଧରା ପଡ଼ୁଥିଲେ, ତେବେ ସେ ନାନା ମାୟା ରଚନା କରି ହୁନ୍ଦର ଲଗାଉଥିଲେ। ଏଥିପାଇଁ ଶ୍ରୀକୃଷ୍ଣଭଙ୍କୁ ଗୋପୀମାନେ କ୍ଷୀରଚୋରା ବୋଲି ଛିଗୁଲାଉ ଥିଲେ।]
  • ଦେ. ବି — ଶ୍ରୀକୃଷ୍ଣଙ୍କ ନାମାନ୍ତର — A name given to Ṡrīkṛushṇa