କ୍ଷୀରଖଣ୍ଡ Kshīrakhaṇḍa

  • ଦେ. ବି — କନ୍ଦମିଶା ଦୁଧ; ସଶର୍କର ପୟଃ — Milk seasoned with sugar
  • ଦେ. ବି — [ଦ୍ର—ଏହା ଅତି ଉପାଦେୟ ବୋଲି ସର୍ବଜନବାଦୀ। ଏଥିପାଇଁ କବି ଭଗବାନଙ୍କୁ ପ୍ରାର୍ଥନା କରି କହିଅଛନ୍ତି— କାଳିଦାସକବିତା ନବଂ ବୟଃ, ମାହିଷଂ ଦଧି ସଶର୍କରଂ ପୟଃ। ଏଣମାଂସମବଳା ସୁକୋମଳା, ସମ୍ଭବନ୍ତୁ ମମ ଜନ୍ମଜନ୍ମନି।]