କ୍ଷୀଣମଝା Kshīṇamajhā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. କ୍ଷୀଣମଧ୍ୟା) — କ୍ଷୀଣକଟି (ଦେଖ) — Kshīṇakaṭi (See)
  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. କ୍ଷୀଣମଧ୍ୟା) — ତନୁ ନିନ୍ଦଇ ନବୀନ ଦୂର୍ବାଦଳ କ୍ଷୀଣମଝା ସୁବିପୁଳ ବକ୍ଷସ୍ଥଳ ସୁନ୍ଦରୀ ନାସିକା ନିନ୍ଦେ ତିଳପୁଲ ବିଶ୍ୱନାଥ. ବିଚିତ୍ରରାମାୟଣ।