କ୍ଷୀଣବଳ Kshīṇabaḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ବଳ) — ଯେଉଁ ମନୁଷ୍ୟର ବଳ କମି ଯାଇଅଛି — 1. Weakened in strength
  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ବଳ) — ଯେଉଁ ରୋଗର ଉଗ୍ରତା କମି ଯାଇଅଛି — Subsided (disease)