କ୍ଷୀଣଜୀବୀ Kshīṅajībi
- ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଜୀବ ଧାତୁ+ଇନ୍; 1 ମା. 1 ବ.) — ଟୁକୁଜୀବନିଆଁ; ନିର୍ଜୀବା; ଦୁର୍ବଳ — Frail; weak
- ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଜୀବ ଧାତୁ+ଇନ୍; 1 ମା. 1 ବ.) — ଅତି ସୁକୁମାରିଆ — Very delicate of constitution
- ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଜୀବ ଧାତୁ+ଇନ୍; 1 ମା. 1 ବ.) — ଅଳ୍ପାୟୁ; କ୍ଷଣକାଳଜୀବୀ — Short-lived; ephemeral