କ୍ଷୀଣକଟି Kshīṇakaṭi

  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+କଟି) — ଅଣ୍ଟାମୁରୁଆ (ବ୍ଯକ୍ତି) — Slender-waisted
  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+କଟି) — [ଦ୍ର—ଏହା ମନୋହାରିଣୀ ସ୍ତ୍ରୀମାନଙ୍କର ଗୋଟିଏ ଲକ୍ଷଣ। କ୍ଷୀଣକଟୀ ସ୍ତ୍ରୀମାନେ ସବୁ ଦେଶରେ ମଧ୍ୟ ଆଦରଣୀୟା ହୁଅନ୍ତି।]