କ୍ଷୀଜନ Kshījana

  • ସଂ. ବି. (କ୍ଷୀଜ ଧାତୁ+ଭାବ. ଅନ) — ପୋଲା ନଳ ବା ବାଉଁଶଆଦିରେ ପବନ ପଶିବା ଯୋଗୁଁ ତହିଁରୁ ବାହାରିବା ସ୍ୱର — The whistling sound due to air passing the rough hollow reeds