କ୍ଷିରିଖେଚାଡ଼ି Kshirikhechāṟḍ̠i
- ଦେ. ବି. (ସହଚର; ସଂ. କ୍ଷୀର+କୃଶରା) — ଖିରି ଓ ଖେଚାଡ଼ି — Milk-gruel and spiced yellow rice offered to Deities and guests
- ଦେ. ବି. (ସହଚର; ସଂ. କ୍ଷୀର+କୃଶରା) — [ଦ୍ର—ଦେବତାଙ୍କଠାରେ ଦୁଧରେ ଚାଉଳ ସିଝାଇ କ୍ଷିରି ଓ ଚାଉଳ ଓ ମୁଗରେ ହଳଦୀ, ଘିଅ, ନଡ଼ିଆ, ମସଲା ଓ କିସମିସ୍ ଦେଇ ସିଝାଇ ଖେଚାଡ଼ି ତିଆରି ହୋଇ ଭୋଗ ଲାଗେ।]