କ୍ଷିପ୍ରହୋମ Kshiprahome

  • ସଂ. ବି (କର୍ମଧା; କ୍ଷିପ୍ର+ହୋମ) — ସାୟଂକାଳ ଓ ପ୍ରାତଃକାଳରେ କରଣୀୟ ହୋମ (ଏହା ସଂକ୍ଷିପ୍ତ ଓ ଜଲଦି କରାଯାଏ, ହି. ଶବ୍ଦସାଗର) — Oblation to fire perfomed in the morning and evening