କ୍ଷିପ୍ନୁ Kshipnu

  • ସଂ. ବିଣ. (କ୍ଷିପ୍ ଧାତୁ+ କର୍ତ୍ତୃ. ନୁ) — କ୍ଷେପଣଶୀଳ — Throwing; ejecting
  • ସଂ. ବିଣ. (କ୍ଷିପ୍ ଧାତୁ+ କର୍ତ୍ତୃ. ନୁ) — ହତ୍ୟାକାରୀ — Killing