କ୍ଷିତିମଣ୍ଡଳ Kshitimaṇḍaḻa

  • ସଂ. ବି. ( 6 ଷ୍ଠୀ ତତ୍; କ୍ଷିତି+ମଣ୍ଡଳ) — ସମଗ୍ର ପୃଥିବୀ; ଭୂମଣ୍ଡଳ — The globe; the whole earth;