କ୍ଷିତିଧର Kshitidhara

  • ସଂ. ବି. (କ୍ଷିତି+ଧ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ରାଜା — King
  • ସଂ. ବି. (କ୍ଷିତି+ଧ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ପର୍ବତ — Mountain
  • ସଂ. ବି. (କ୍ଷିତି+ଧ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ବାସୁକୀ — The mythological serpent Bāsukī (supposed to hold up the earth)