କ୍ଷିତିଜ Kshitija

  • ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) — ବୃକ୍ଷ; ଉଦ୍ଭିଦ — Tree
  • ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) — ମହୀଲତା; ଜିଆ — Earthworm
  • ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) — ମଙ୍ଗଳଗ୍ରହ — The planet Mars
  • ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) — ଦିଗନ୍ତ; ଦିଙ୍ମଣ୍ଡଳ; ଦିଗ୍ବଳୟ — Horizon
  • ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) — (ବିଷ୍ଣୁଙ୍କଦ୍ୱାରା ହତ) ନରକାସୁର — Name of a demon