କ୍ଷାଳିତ Kshāḻita
- ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) — ଧୌତ — Throughly washed
- ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) — ପରିଷ୍କୃତ — Cleansed
- ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) — ଶୋଧିତ — Purified; refined
- ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) — ପୋଛା ହୋଇଥିବା — Wiped away
- ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) — ଦୋଷରୁ ବା ଅପବାଦରୁ ମୁକ୍ତ — Exculpated