କ୍ଷାରଣ Kshāraṇa

  • ସଂ. ବି. (କ୍ଷର ଧାତୁ ଣିଚ୍ କ୍ଷାରି ଧାତୁ+ଅନ) — ଅଭିଯୋଗ — Accusation
  • ସଂ. ବି. (କ୍ଷର ଧାତୁ ଣିଚ୍ କ୍ଷାରି ଧାତୁ+ଅନ) — ପରସ୍ତ୍ରୀହରଣ ସମ୍ବନ୍ଧରେ ମିଥ୍ୟା ଅଭିଯୋଗ — False accusation of adultery
  • ସଂ. ବି. (କ୍ଷର ଧାତୁ ଣିଚ୍ କ୍ଷାରି ଧାତୁ+ଅନ) — ପାଣିକୁ ବାମ୍ଫ କରି ବକଯନ୍ତ୍ରରେ ପୁଣି ଥଣ୍ଡା କରିବା; ଚୁଆଇବା — Distillation
  • ସଂ. ବି. (କ୍ଷର ଧାତୁ ଣିଚ୍ କ୍ଷାରି ଧାତୁ+ଅନ) — ପାଉଁସ କରିବା; କ୍ଷାର ରୂପେ ପରିବର୍ତ୍ତନ କରିବା — Converting to alkali; reducing to ashes