କ୍ଷାମ Kshāma
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — କ୍ଷୟପ୍ରାପ୍ତ — Diminished; wasted
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — ସରୁ; କ୍ଷୀଣ — Delicate; lean; slender; slim
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — ଦୁର୍ବଳ — Enfeebled; weak; infirm; debilitated
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — ଶୁଷ୍କ — dry; dried up
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — ରୁକ୍ଷ — Harsh; rough
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — (ତାପଯୋଗୁଁ) ପୋଡ଼ିଯାଇ ଥିବା; ଦଗ୍ଧ — Scorched; singed
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — ପୋଡ଼ି ଅଙ୍ଗାର ବା ପାଉଁଶ ହୋଇଥିବା — Charred; burnt to ashes
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — କ୍ଷୀଣ (ସ୍ୱର) — Slight (voice)
- ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) — କ୍ଷୀଣତା ପ୍ରାପ୍ତ — Weakened; emaciated; reduced
- ସଂ. ବି. — ବିଷ୍ଣୁଙ୍କର ନାମ (ସହସ୍ର ନାମ ମଧ୍ୟରୁ ଏକ ନାମ) — A name of Bishṇu
- ସଂ. ବି. — ବିନାଶ — Destruction