କ୍ଷାରକର୍ମ Kshārakarma

  • ସଂ. ବି. (କ୍ଷାର+କର୍ମନ୍; 1 ମା. 1 ବ.) — (ବୈଦ୍ଯକ) ଫୁଲିଥିବା ମାଂସକୁ କଷ୍ଟିକ୍ ବା ଲୁଣ ଆଦି ଦେଇ କୋରିବା — Applying caustic alkali (Lapis infernalis) to proud flesh etc. (M.W.)
  • ସଂ. ବି. (କ୍ଷାର+କର୍ମନ୍; 1 ମା. 1 ବ.) — (ବୈଦ୍ଯକ) ଲୁଣ ଆଦି ପ୍ରୟୋଗଦ୍ୱାରା ଚିକିତ୍ସା — Applying acrid remedies in general. (M.W.)