କ୍ଷାନ୍ତ Kshānta
- ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) — (+କର୍ତ୍ତୃ. ତ) ନିବୃତ୍ତ — Having desisted or ceased from; discontinued
- ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) — (+କର୍ମ. ତ) କ୍ଷମାପ୍ରାପ୍ତ — Forgiven; pardoned
- ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) — (+କର୍ତ୍ତୃ. ତ) କ୍ଷମାଶୀଳ; ଧୈର୍ଯ୍ୟଶୀଳ — Patient; forgiving
- ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) — (+କର୍ତ୍ତୃ. ତ) ସହନଶୀଳ; ସହିଷ୍ଣୁ — Forbearing
- ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) — (+କର୍ମ. ତ) ସହ୍ୟ କରାଯାଇ ଥିବା — Borne; endured
- ସଂ. ବି. ପୁଂ — ଶିବଙ୍କ ନାମ — A name of Ṡiba