କ୍ଷାନ୍ତି Kshānti

  • ସଂ. ବି. (କ୍ଷମ ଧାତୁ+ ଭାବ. ତି) — କ୍ଷମା — Forgiveness
  • ସଂ. ବି. (କ୍ଷମ ଧାତୁ+ ଭାବ. ତି) — ସହିଷ୍ଣୁତା; ଧୈର୍ଯ୍ୟ — Patience; forbearance
  • ସଂ. ବି. (କ୍ଷମ ଧାତୁ+ ଭାବ. ତି) — ନିବୃତ୍ତି — Cessation
  • ସଂ. ବି. (କ୍ଷମ ଧାତୁ+ ଭାବ. ତି) — ମୁନିଜନୋଚିତ ବିଷୟନିବୃତ୍ତି — The state of saintly abstraction (M.W.)