କ୍ଷଳ (ଧାତୁ) Kshaḻa (root)

  • ସଂ — ଧୋଇବା — To wash
  • ସଂ — ଧୋଇଧାଇ ସଫା କରିବା — To wash off
  • ସଂ — ପରିଷ୍କାର କରିବା — To cleanse
  • ସଂ — ପୋଛିବା — To wipe away
  • ସଂ — କ୍ଷର (ଧାତୁ) (ଦେଖ) — Kshara (root) See (M.W.)