କ୍ଷରିବା Ksharibā

  • ଦେ. କ୍ରି (ସଂ. କ୍ଷର ଧାତୁ) — କ୍ଷରିତ ହେବା; ଝରିବା; ଟୋପାଟୋପା ହୋଇ ପଡ଼ିବା — To ooze; to leak; to flow
  • ଦେ. କ୍ରି (ସଂ. କ୍ଷର ଧାତୁ) — ଜୀବ ପରମ କର୍ମ କରେ ସେ କର୍ମ ଫଳ କ୍ଷରେ ବଳେ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।
  • ଦେ. କ୍ରି (ସଂ. କ୍ଷର ଧାତୁ) — (କ୍ଷର ଧାତୁ ଣିତ) ସ୍ରବାଇବା — To cause to flow
  • ଦେ. କ୍ରି (ସଂ. କ୍ଷର ଧାତୁ) — କ୍ଷରିବି ସର୍ବ ଶସ୍ୟ ମୁହିଁ କ୍ଷାର ଜୀବନ ଯେଣେ ରହି। ଜଗନ୍ନାଥ. ଭାଗବତ।