କ୍ଷମାଯୁକ୍ତ Kshamāj̄ukta

  • ସଂ. ବିଣ. ପୁଂ( 3 ୟା ତତ୍; କ୍ଷମା+ଯୁକ୍ତ) — ଯେ ଅପରାଧୀକୁ କ୍ଷମା କରନ୍ତି — One who grants pardon; forgiveness