କ୍ଷମଣୀୟ Kshamaṇi̱ya

  • ସଂ. ବିଣ. (କ୍ଷମ ଧାତୁ+କର୍ମ ଅନୀୟ) — କ୍ଷମାର ଯୋଗ୍ୟ — Pardonable
  • ସଂ. ବିଣ. (କ୍ଷମ ଧାତୁ+କର୍ମ ଅନୀୟ) — ସହିବାର ଯୋଗ୍ୟ — To be patiently borne; to be suffered