କ୍ଷମ Kshama
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ସହିଷ୍ଣୁ — Patient; enduring
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ସମର୍ଥ — Competent; able; capable
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ଯଥେଷ୍ଟ — Adequate
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ନିପୁଣ — Expert; skilful
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ଉପଯୁକ୍ତ; ଯୋଗ୍ୟ — Fit; appropriate; suitable
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ସହନୀୟ — Bearable
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ଅନୁକୂଳ — Favourable
- ସଂ. ବିଣ. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ଅ) — ଯାହା ବାଧା ଦିଏ — Resisting
- ସଂ. ବି — ଯୋଗ୍ୟତା; ସାମର୍ଥ୍ୟ — Ability
- ସଂ. ବି — ଉପଯୋଗିତା — Fitness
- ସଂ. ବି — କ୍ଷମତା — Prowess
- ସଂ. ବି — ଔଚିତ୍ୟ — Propriety