କ୍ଷବ Kshaba
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — ଛିଙ୍କ — Sneeze
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — କାସ — Caugh
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — ଶରଦ ହେତୁ କଣ୍ଠର ଗଲୁ ଓ ଦରଜ — Itching and pain in the throat due to cold
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — ଗଳାଦରଜ ରୋଗ — Sore throat
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — ଶରଦି — Cold; catarrh
- ସଂ. ବି. (କ୍ଷୁ ଧାତୁ+ଭାବ. ଅ) — ରାଇ ସୋରିଷ — Black mustard; sinapis Dichotoma (M.W.)