କ୍ଷପିତ Kshapita

  • ସଂ. ବିଣ. (କ୍ଷପଧାତୁ+କର୍ମ. ତ) — ଯାପିତ; ଅତିବାହିତ — Past; passed; spent
  • ସଂ. ବିଣ. (କ୍ଷପଧାତୁ+କର୍ମ. ତ) — ଦଗ୍ଧ — Burnt
  • ସଂ. ବିଣ. (କ୍ଷପଧାତୁ+କର୍ମ. ତ) — ବିନାଶିତ — Destroyed; ruined