କ୍ଷପ (ଧାତୁ) Kshapa (root)
- ସଂ. — ଫୋପାଡିବା — To throw; to cast
- ସଂ. — ଉପବାସ କରିବା — To fast; to be abstinent
- ସଂ. — ପ୍ରାୟଶ୍ଚିତ କରିବା — To do penance
- ସଂ. — (କାଳ) ଯାପନ କରିବା; କ୍ଷେପଣ କରିବା — To pass (time)
- ସଂ. — ବିନାଶ କରିବା — To destroy
- ସଂ. — ତଡ଼ିବା — To expel
- ସଂ. — କମାଇବା — To diminish