କ୍ଷନ୍ତା Kshantā

  • ସଂ. ବି. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ତୃ 1 ମା. 1 ବ.) — କ୍ଷମାଶୀଳ — Forebearing
  • ସଂ. ବି. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ତୃ 1 ମା. 1 ବ.) — ଧୀର — Patient
  • ସଂ. ବି. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ତୃ 1 ମା. 1 ବ.) — ସହନଶୀଳ — Enduring
  • ସଂ. ବି. ପୁଂ. (କ୍ଷମ ଧାତୁ+କର୍ତ୍ତୃ. ତୃ 1 ମା. 1 ବ.) — ବିନୀତ — Submissive