କ୍ଷତ୍ରିପଣ Kshatripaṅa

  • ଦେ. ବି. (ସଂ. କ୍ଷତ୍ରିୟ+ଓ. ପଣ) — କ୍ଷତ୍ରିୟତ୍ୱ, ବୀରତ୍ୱ — Bravery; heroism
  • ଦେ. ବି. (ସଂ. କ୍ଷତ୍ରିୟ+ଓ. ପଣ) — ଦେଖି ତାହାରି କ୍ଷତ୍ରିପଣ, କୁରୁ ସଙ୍ଗତେ ଘୋର ରଣ। ଜଗନ୍ନାଥ ଭଗବତ।