କ୍ଷତ୍ତ୍ରପ Kshattrapa

  • ସଂ. ବି (କ୍ଷତ୍ର+ପା ଧାତୁ+କର୍ତ୍ତୃ. ଅ) — ପ୍ରାଦେଶିକ ଶାସନକର୍ତ୍ତା — A Governor (M.W.)
  • ସଂ. ବି (କ୍ଷତ୍ର+ପା ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହି ଶବ୍ଦ ପୁରାତନ ଶିଳାଲିପି ଓ ମୁଦା ଉପରେ ଦେଖା— ଯାଏ; ତୁଳ ଏହି ଅର୍ଥରେ ଇଂ. ସାଟ୍ରାପ; ଫା ସାତ୍ରାପ]