କ୍ଷତ୍ତ୍ର ବନ୍ଧୁ Kshattrabandhu
- ସଂ. ବି. (କ୍ଷତ୍ତ୍ର+ବନ୍ଧୁ; ତୁଳ ବ୍ରହ୍ମବନ୍ଧୁ=ନିକୃଷ୍ଟ ବ୍ରାହ୍ମଣ) — (କ୍ଷତ୍ରିୟ ବେଶଧାରୀ) ଘୃଣିତ କ୍ଷତ୍ରିୟ — 1. A dispised Kshatriya
- ସଂ. ବି. (କ୍ଷତ୍ତ୍ର+ବନ୍ଧୁ; ତୁଳ ବ୍ରହ୍ମବନ୍ଧୁ=ନିକୃଷ୍ଟ ବ୍ରାହ୍ମଣ) — ନାମରେ କ୍ଷତ୍ରିୟ କିନ୍ତୁ କାର୍ଯ୍ୟରେ ନୁହେ — A nominal Kshatriya