କ୍ଷତ୍ତା Kshattā

  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ଯେଉଁ କାରିଗର କୌଣସି ବସ୍ତୁକୁ କାଟେ ବା ଖୋଦେଇ କାମ କରେ — A carver; a cutter
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — କ୍ଷତ୍ରିୟା ବା ବୈଶ୍ୟା ଗର୍ଭରେ ଶୂଦ୍ରର ଔରସ ସନ୍ତାନ; ଉଗ୍ର କ୍ଷତ୍ରିୟ — Child born of a Kshatriya or Ba̲i̱ṡya woman by a Sūdra man
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ସାରଥି — Charioteer; coachman
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ଦ୍ୱାରପାଳ — Door keeper; porter
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ବିଧାତା — Creator
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ଯେ ରଥରେ ଥାଇ ଯୁଦ୍ଧ କରେ — A warrior who fights while in the chariot
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ଦାସୀପୁତ୍ର — Son of a concubine; son of a female slave
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — କୋଷାଧ୍ୟକ୍ଷ — Treasurer
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ମତ୍ସ୍ୟ — Fish
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ବିଦୁର; ପଣ୍ଡୁଙ୍କ ସାନ ସାବତ ଭାଇ — A name of Bidura, the younger step brother of Paṇḍu
  • ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — [ଦ୍ର — ଏ ବ୍ୟାସଙ୍କ ଦାସୀ ଆଡ଼ର ପୁତ୍ର ଥିଲା)